ପୌର ନିର୍ବାଚନ: ସରିଲା ପ୍ରଚାର, ଦିନକ ପରେ ନେତା ବାଛିବେ ମତଦାତା

ଭୁବନେଶ୍ୱର: ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପାଳିକା ସମେତ ୩ଟି ମହାନଗର ନିଗମ (ଭୁବନେଶ୍ବର, କଟକ ଓ ବ୍ରହ୍ମପୁର) ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଇଛି। ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ପ୍ରାର୍ଥୀ, ନେତା ଓ ସେମାନଙ୍କର ସମର୍ଥକମାନେ ଜୋରଦାର ପ୍ରଚାର କରିଛନ୍ତି। ସହରାଞ୍ଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶବ୍ଦରେ ସାହି ଓ ବସ୍ତିଗୁଡ଼ିକ କମ୍ପି ଉଠିଛି। ଦିନକ ପରେ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ଭୋଟ … Continue reading ପୌର ନିର୍ବାଚନ: ସରିଲା ପ୍ରଚାର, ଦିନକ ପରେ ନେତା ବାଛିବେ ମତଦାତା